Anand Swami Satyarthi
ମାନସିକ ଚାପ ରୁ ମୁକ୍ତି ସମ୍ୱନ୍ଧୀୟ ? ଅନେକ ସାହିତ୍ୟ ଆପଣଙ୍କୁ ଣଙ୍କୁ ବଜାରରେ ମିଳିଯିବ, କିନ୍ତୁ ମାନସିକ ଚାପ ରୁ ମୁକ୍ତି ପାଇଁ ସମାଧାନ ପ୍ରଦାନ କରୁଥିବା ଥିବା ଏହି ପୁସ୍ତକଟି ଓଶୋଙ୍କ ପ୍ରବଚନ ଉପରେ ଆଧାରିତ, ଯାହାର ମୁଖ୍ୟ କେନ୍ଦ୍ରବିନ୍ଦୁ ହେଉଛି 'ଧ୍ୟାନ'। ଓଶୋ କୁହନ୍ତି, ଆପଣ ଯେତେ ପ୍ରଶ୍ନ ପଚାରିଲେ ବି, ସବୁ ପ୍ରଶ୍ନର ଗୋଟିଏ ଉତ୍ତର ହେଉଛି ’ଧ୍ୟାନ’ I’ I I କେବଳ ଧ୍ୟାନ ମାଧ୍ଯମରେ ହିଁ ମାନସିକ ଚାପରୁ ମୁକ୍ତି ମିଳିପାରିବସ୍ବାମୀ ଆନନ୍ଦ ସତ୍ୟାର୍ଥୀ (ପ୍ରଫେସର ସତପାଲ ପରୁଥ୍, ପିଏଚଡି. ରେକି ଗ୍ରାଣ୍ଡ ମାଷ୍ଟର)ଙ୍କୁ ଜୁନ୍ ୧୯୭୪ ରେ ପୁନା ଆଶ୍ରମରେ ଆୟୋଜିତ ପ୍ରଥମ ଧ୍ୟାନ ଶିବିର (୧୦ ଦିନ)ରେ ଓଶୋଙ୍କ ଦ୍ବାରା ସନ୍ନ୍ୟାସରେ ଦୀକ୍ଷିତ ହୋଇଥିଲେ । ସେ ଫେବୃଆରୀ ୧୯୭୧ ରୁ ଜାନୁଆରୀ ୧୯୯୮ ପର୍ଯ୍ୟନ୍ତ ହରିୟାଣI କୃଷି ବିଶ୍ବବିଦ୍ୟାଳୟ, ହିସାରରେ କାର୍ଯ୍ୟ କରିଥିଲେ I ୧୯୭୭ ମସିହାରୁ, ତାଙ୍କୁ ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ରାଜସ୍ଥାନ, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଦିଲ୍ଲୀରେ ବିଭିନ୍ନ ସଂଗଠନ ଦ୍ବାରା ଆୟୋଜିତ ସେମିନାରରେ ଓଶୋଙ୍କ ଶିକ୍ଷା ଉପରେ ମୁଖ୍ୟ ବକ୍ତା ଭାବରେ ନିମନ୍ତ୍ରିତ ହୋଇଥିଲେ I ୧୯୮୪ ଏବଂ ୧୯୮୫ ମସିହାରେ ରଜନୀଶପୁରମ (ଆମେରିକା) ରେ ଗ୍ରାଣ୍ଡ ମାଷ୍ଟରଙ୍କ ତାଲିମରୁ ଅନୁପ୍ରାଣିତ ହୋଇ, ସେ ଓଶୋଙ୍କ ପ୍ରବଚନ ଉପରେ ଆଧାରିତ 'ଧ୍ୟାନ ଶକ୍ତି ଦ୍ବାରା ସ୍ପର୍ଶ ଚିକିତ୍ସା' ଗୋଷ୍ଠୀ ବିକଶିତ କରିଥିଲେ ଲେଖକଙ୍କ ଦ୍ଵାରା ଅନ୍ୟାନ୍ୟ ପୁସ୍ତକ:1. ସରଳ ଧ୍ୟାନ ବିଗୁଡ଼ି ରହସ୍ଯ2. ସକ୍ରିୟ ଧ୍ୟାନର ରହ3. ଧ୍ୟାନ ଶକ୍ତି ଦ୍ବାରା ସ୍ପର୍ଶ ଚିକିତ୍ସା